ଆଗ୍ରିଟେକ୍ନୋଲୋଜି
କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର

ବୁନ୍ଦା ଜଳସେଚନ ପ୍ରଣାଳୀରେ ରକ୍ଷଣା ବେକ୍ଷଣ

ବୁନ୍ଦା ଜଳସେଚନ ପ୍ରଣାଳୀ ଏକ ଯାନ୍ତ୍ରୀକ ବ୍ୟବସ୍ଥା ତେଣୁ ଏହାର ସମୟ ଉପଯୋଗୀ ରକ୍ଷଣାବେକ୍ଷଣ କରିବା ଉଚିତ୍ । ଏହି ପ୍ରଣାଳୀର ରକ୍ଷଣାବେକ୍ଷଣ ଠିକ୍ ଭାବରେ ହେଲେ ଏହା ବହୁତ ବର୍ଷ ପର୍ଯ୍ୟନ୍ତ ସୁଚାରୁ ରୂପେ କାର୍ଯ୍ୟକ୍ଷମ ହୋଇଥାଏ । ବୁନ୍ଦା ଜଳସେଚନ ପ୍ରଣାଳୀରେ ଚାଲୁଅବସ୍ଥାରେ ଡ୍ରିପର ଗୁଡ଼ିକର ଅବସ୍ଥିତି ଗଛର ମୂଳ ଅଞ୍ଚଳରେ ରହିବା …

Read more

ବୁନ୍ଦା ଜଳସେଚନ ପଦ୍ଧତିର ବିଭିନ୍ନ ଅଂଶ ଏବଂ ସ୍ଥାପନ

ପମ୍ପସେଟ ବୁନ୍ଦା ଜଳସେଚନ ପ୍ରଣାଳୀ ପାଇଁ ପମ୍ପସେଟ୍ ଏକ ମୁଖ୍ୟ ଉପାଦାନ । ଏହା ଜଳଉତ୍ସ ନିକଟରେ ବସିଲେ ମଧ୍ୟ ଏହାର କ୍ଷମତା ବୁନ୍ଦା ଜଳସେଚନ ପ୍ରଣାଳୀର ଆବଶ୍ୟକ ମୁତାବକ ହେବା ଉଚିତ୍ । ଏହା ବିଦ୍ୟୁତ୍ ଶକ୍ତି କିମ୍ବା ଡ଼ିଜେଲ ଇଞ୍ଜିନ୍ ଚାଳିତ ହୋଇଥାଏ । କିନ୍ତୁ ବୁନ୍ଦା ଜଳସେଚନ ପାଇଁ ବ୍ୟବହୃତ ପାଣିପମ୍ପ, …

Read more

ବୁନ୍ଦା ଜଳସେଚନ ମାଧ୍ୟମରେ ପୁଷ୍ଟିସେଚନ

ଜଳସେଚନ ସହିତ ସାର ପ୍ରୟୋଗ ପଦ୍ଧତି କୁ ପୁଷ୍ଟିସେଚନ କୁହାଯାଏ । ଏହା ବୁନ୍ଦା ଜଳସେଚନ ପ୍ରଣାଳୀ ମାଧ୍ୟମରେ ଉତ୍ତମ ରୂପେ କାମ କରିଥାଏ । ଉପଯୋଗିତା ସବୁ ଗଛକୁ ଚାହିଦା ମୁତାବକ ପାଣି ଓ ସାର ପ୍ରୟୋଗ କରିହୁଏ । ନିୟମିତ ରୂପେ ସାର ପ୍ରୟୋଗ ଯୋଗୁଁ ଗଛର ଉତ୍ତମ ବୃଦ୍ଧି ସଙ୍ଗେ ସଙ୍ଗେ …

Read more

ବୁନ୍ଦା ଜଳସେଚନ

ବୁନ୍ଦା ଜଳସେଚନ ଏକ ଆଧୁନିକ ଜଳସେଚନ ପଦ୍ଧତି । ଏହି ପଦ୍ଧତିରେ ଜଳ ପ୍ଲାଷ୍ଟିକ୍ ପାଇପ୍ ଓ ଫିଲଟର ମାଧ୍ୟମରେ ଯାଇ ଗଛର ମୂଳ ଅଞ୍ଚଳରେ ବୁନ୍ଦା ବୁନ୍ଦା ଆକାରରେ ସିଧାସଳଖ ପଡ଼ିଥାଏ । ଏହାଦ୍ୱାରା ନିୟନ୍ତ୍ରିତ ଜଳ ନିୟମିତ ରୂପେ ଗଛକୁ ଯୋଗାଇ ଦିଆଯାଏ । ତେଣୁ ଗଛର ଅଭିବୃଦ୍ଧି ଠିକ୍ ଭାବରେ ହୋଇଥାଏ …

Read more

ଫଳଚାଷରେ ପ୍ଲାଷ୍ଟିକ ଆଚ୍ଛାଦନ

ଗଛରମୂଳ ଅଞ୍ଚଳକୁ ବାହ୍ୟ ପଦାର୍ଥ ଦ୍ୱାରା ଘୋଡ଼ାଇ ରଖିବାକୁ ଆଚ୍ଛାଦନ ବା ଛାଦିକରଣ କୁହାଯାଏ । ଗଛର ଚାରିପଟେ ଥିବା ମାଟିକୁ ଶୁଖିଲା ପତ୍ର, ନଡ଼ା, ପାଳ ପ୍ରଭୃତି ଦ୍ୱାରା ଆଚ୍ଛାଦନ ବା ଘୋଡ଼ାଇ ରଖିବା ଏକ ଚିରାଚରିତ ପଦ୍ଧତି । ଆଜିକାଲି ପ୍ଲାଷ୍ଟିକ ଜରି ଦ୍ୱାରା ଛାଦୀକରଣ କରାଯାଇ ପାରୁଛି । ଏଥିପାଇ ଏଲ୍.ଡି.ପି.ଇ …

Read more

କୃଷି ଯନ୍ତ୍ରପାତିରେ ସରକାରୀ ରିହାତି ବ୍ୟବସ୍ଥା

କୃଷି ଯନ୍ତ୍ରପାତି ସବସିଡ଼ି ଆବେଦନ ପ୍ରକ୍ରିୟା କୃଷି ଯନ୍ତ୍ରପାତି ସବସିଡ଼ିରେ ନେବାକୁ ଇଚ୍ଛୁକ ଥିବା ବ୍ୟକ୍ତି http://sugam.odisha.gov.in (Go Sugam) ମାଧ୍ୟମରେ ନିଜର ବୈଧ ଆଧାର ପରିଚୟ ପତ୍ର, କୃଷକ କରିଚୟ ପତ୍ର ଓ ରେଜିଷ୍ଟ୍ରିଭୂକ୍ତ ମୋବାଇଲ ନଂ ଦେଇ ଲଗ୍-ଇନ୍ (Log-in) କରିବେ । ତାପରେ ସେ “Subsidy for procurement of farm …

Read more

ଅମଳ ପରବର୍ତ୍ତୀ ଯନ୍ତ୍ରପାତି

କ୍ଷୁଦ୍ର ଧାନ ଏବଂ ଅଟାକଳ କାର୍ଯ୍ୟ- ଏହାଦ୍ୱାରା ଉଭୟ ଧାନରୁ ଚାଉଳ ଏବଂ ଗହମରୁ ଅଟା ପ୍ରସ୍ତୁତ କରାଯାଇପାରେ । କ୍ଷମତା- ଘଣ୍ଟାପ୍ରତି 100-150 କି.ଗ୍ରା. ଚାଉଳ ଏବଂ 20-50 କି.ଗ୍ରା. ଅଟେ । ବ୍ୟବହାରିକ ଉପକାରିତା- ଏହି ଯନ୍ତ୍ର ବ୍ୟବହାର ଦ୍ୱାରା ଉଭୟ ଧାନରୁ ଚାଉଳ ଏବଂ ଗହମରୁ ଅଟା ପେଷାଯାଇ ପାରୁଥିବାରୁ ଚାଷୀଭାଇମାନଙ୍କୁ …

Read more

ଟ୍ରାକ୍ଟର ସୁରକ୍ଷା ବିବରଣୀ

ରୋପ୍ ସହିତ ସିଟ୍ ବେଲ୍ଟ ବାନ୍ଧିବା ନିହାତି ଆବଶ୍ୟକ ଯାହା ଟ୍ରାକ୍ଟର ଓଲଟିବା ସମୟରେ ଚାଳକୁକୁ ଠିକ୍ ସ୍ଥାନରେ ରଖିଥାଏ ଏବଂ ଚାପି ହେବାରୁ ରକ୍ଷା କରିଥାଏ । ଟ୍ରାକ୍ଟର ବୁଲାଣିରେ ବୁଲାଇବା ସମୟରେ ଗତି ସଦାବେଳେ ଧୀର ରଖିବା ଉଚିତ୍ ଏବଂ ହଠାତ୍ ନ ବୁଲାଇ ଚଉଡ଼ାରେ ଟ୍ରାକ୍ଟର ବୁଲାଇବା ଉଚିତ୍. ଟ୍ରାକ୍ଟର ଚଳାଇବା …

Read more

ଟ୍ରାକ୍ଟରର ରକ୍ଷଣାବେକ୍ଷଣ

ଟ୍ରାକ୍ଟରର ସଠିକ ପରିଚାଳନା ନିମନ୍ତେ ଉପଯୁକ୍ତ ସମୟରେ ଏହାର ବିଭିନ୍ନ ଅଂଶ ପରୀକ୍ଷା କରିଦେଖିବା ଆବଶ୍ୟକ ଏବଂ ନଷ୍ଟ ହୋଇଯାଇତିବା ଯନ୍ତ୍ରଂଶ ବଦଳାଇବା ଜରୁରୀ ଅଟେ । କେତେକ ନିୟମିତ ରକ୍ଷଣାବେକ୍ଷଣ ସମ୍ବନ୍ଧରେ ନିମ୍ନରେ ସୂଚନା ଦିଆଯାଇଛି । କ). ପ୍ରତି 10ଘଣ୍ଟା ବ୍ୟବହାର କରିବା ପରେ – ବାୟୁ ଶୋଧନ ବା ଏୟାର କ୍ଲିନର …

Read more

ଜଳସେଚନ ଯନ୍ତ୍ରପାତି

ଡ଼ିଜେଲ/ପେଟ୍ରୋଲ ଚାଳିତ ପମ୍ପସେଟ୍ କାର୍ଯ୍ୟ- ପୋଖରୀ, ନଦୀ, ନାଳ ଇତ୍ୟାଦିରୁ ପାଣି ଉଠାଇ ଜଳସେଚନ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ । କ୍ଷମତା- ଘଣ୍ଟାପ୍ରତି- 1000 ରୁ 10000 ଲିଟର ବ୍ୟବହାରିକ ଉପକାରିତା – ଏହି ଯନ୍ତ୍ରର ବ୍ୟବହାର ଦ୍ୱାରା ନିମ୍ନ …. ରେ ଥିବା ଭିତ୍ତିକୁ ସହଜରେ ଉଠାଇ ଜମିକୁ ଜଳସେଚିତ କରାଯାଇଥାଏ …

Read more

ହସ୍ତଚାଳିତ ଯନ୍ତ୍ରପାତି

ଆଠ ଧାଡ଼ିଆ ଗଜା ଧାନ ବୁଣା ଯନ୍ତ୍ର କାର୍ଯ୍ୟ- ଏହି ଯନ୍ତ୍ର ସାହାଯ୍ୟରେ ଜଣେ ଲୋକ ଅତି ସହଜରେ ଆଠ ଧାଡ଼ିରେ ଗଜା ଧାନ ବୁଣିପାରେ । କ୍ଷମତା- ଏହାଦ୍ୱାରା 1 ଘଣ୍ଟାରେ 1,000 ବର୍ଗମିଟର ଧାନ ବୁଣିପାରେ । ବ୍ୟବହାରିକ ଉପକାରିତା- ଏହାକୁ ଜଣେ ମହିଳା କିମ୍ବା ପୁରୁଷ ଲୋକ ଅତି କମ୍ ବଳ …

Read more

ସ୍ୱୟଂଚାଳିତ ଯନ୍ତ୍ରପାତି

ସ୍ୱୟଂଚାଳିତ ଧାନ ତଳିରୁଆ ଯନ୍ତ୍ର କାର୍ଯ୍ୟ- ଏକ ସାଙ୍ଗରେ ଆଠ ଧାଡ଼ିରେ ଏହି ଯନ୍ତ୍ର ଦ୍ୱାରା ଧାନ ରୁଆ ଯାଇପାରେ । ଏହି ଯନ୍ତ୍ରରେ ଧାନ ରୋଇଲେ ଧାଡ଼ିରୁ ଧାଡ଼ି 24 ସେ.ମି. ଏବଂ ବୁଦାରୁ ବୁଦା ମଧ୍ୟରେ 14 ରୁ 17 ସେ.ମି. ବ୍ୟବଧାନ ରହିଥାଏ । କ୍ଷମତା- 3 ଘଣ୍ଟାରେ 1 ଏକର …

Read more

ପାୱାର ଟିଲର ଓ ପାୱାରଟିଲର ଚାଳିତ ଯନ୍ତ୍ରପାତି

ପାୱାର ଟିଲର କାର୍ଯ୍ୟ ପାୱାରଟିଲର ସହିତ ରୋଟାଟିଲର ଏକାଠି  ମିଳିଥାଏ । ଏହା ମାଟିକୁ ଗୁଣ୍ଡ କରିବା ଓ କାଦୁଅ କରିବାକୁ ବ୍ୟବହାର କରାଯାଏ । କ୍ଷମତା 4 ଘଣ୍ଟାରେ 1 ଏକର ବ୍ୟବହାରିକ ଉପକାରିତା ଏହାକୁ ଉଭୟ କାଦୁ ଓ ଶୁଖିଲାଅ ଚାଷ ପାଇଁ ବ୍ୟବହାର କରାଯାଏ । ଏହା ଦ୍ୱାରା ପାରମ୍ପାରିକ ପଦ୍ଧତି …

Read more

ଟ୍ରାକ୍ଟର ଓ ଟ୍ରାକ୍ଟର ଚାଳିତ ଯନ୍ତ୍ରପାତି

ଟ୍ରାକ୍ଟର କାର୍ଯ୍ୟ ଏହାକୁ ମୁଖ୍ୟତଃ ବିଭିନ୍ନ ଯନ୍ତ୍ରପାତି ଯଥା- ଲଙ୍ଗଳ, ରୋଟାଭେଟର, ଥ୍ରେସର, ସ୍ପ୍ରେୟର, ପାଣିପମ୍ପ, ପେଷ୍ଟହୋଲ ଡ଼ିଗର, ଧାନକଳ, ଲେଜର ଲେଭଲର ଇତ୍ୟାଦି ଯନ୍ତ୍ରପାତିକୁ ଚଳାଇବା ପାଇଁ ଶକ୍ତି ଉତ୍ସ ହିସାବରେ ବ୍ୟବହାର କରାଯାଏ । କ୍ଷମତା ଏଥିରେ ଲାଗିଥିବା ବିଭିନ୍ନ ଯନ୍ତ୍ରପାତି ହିସବରେ ଏହାର କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ । ବ୍ୟବହାରିକ …

Read more