କୃଷି ଯନ୍ତ୍ରପାତିରେ ସରକାରୀ ରିହାତି ବ୍ୟବସ୍ଥା
କୃଷି ଯନ୍ତ୍ରପାତି ସବସିଡ଼ି ଆବେଦନ ପ୍ରକ୍ରିୟା କୃଷି ଯନ୍ତ୍ରପାତି ସବସିଡ଼ିରେ ନେବାକୁ ଇଚ୍ଛୁକ ଥିବା ବ୍ୟକ୍ତି http://sugam.odisha.gov.in (Go Sugam) ମାଧ୍ୟମରେ ନିଜର ବୈଧ ଆଧାର ପରିଚୟ ପତ୍ର, କୃଷକ କରିଚୟ ପତ୍ର ଓ ରେଜିଷ୍ଟ୍ରିଭୂକ୍ତ ମୋବାଇଲ ନଂ ଦେଇ ଲଗ୍-ଇନ୍ (Log-in) କରିବେ । ତାପରେ ସେ “Subsidy for procurement of farm …