ଆଗ୍ରିଟେକ୍ନୋଲୋଜି
କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର

ଟ୍ରାକ୍ଟର ସୁରକ୍ଷା ବିବରଣୀ

ରୋପ୍ ସହିତ ସିଟ୍ ବେଲ୍ଟ ବାନ୍ଧିବା ନିହାତି ଆବଶ୍ୟକ ଯାହା ଟ୍ରାକ୍ଟର ଓଲଟିବା ସମୟରେ ଚାଳକୁକୁ ଠିକ୍ ସ୍ଥାନରେ ରଖିଥାଏ ଏବଂ ଚାପି ହେବାରୁ ରକ୍ଷା କରିଥାଏ । ଟ୍ରାକ୍ଟର ବୁଲାଣିରେ ବୁଲାଇବା ସମୟରେ ଗତି ସଦାବେଳେ ଧୀର ରଖିବା ଉଚିତ୍ ଏବଂ ହଠାତ୍ ନ ବୁଲାଇ ଚଉଡ଼ାରେ ଟ୍ରାକ୍ଟର ବୁଲାଇବା ଉଚିତ୍. ଟ୍ରାକ୍ଟର ଚଳାଇବା …

Read more