ଆଗ୍ରିଟେକ୍ନୋଲୋଜି
କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର

ବୁନ୍ଦା ଜଳସେଚନ ପଦ୍ଧତିର ବିଭିନ୍ନ ଅଂଶ ଏବଂ ସ୍ଥାପନ

ପମ୍ପସେଟ ବୁନ୍ଦା ଜଳସେଚନ ପ୍ରଣାଳୀ ପାଇଁ ପମ୍ପସେଟ୍ ଏକ ମୁଖ୍ୟ ଉପାଦାନ । ଏହା ଜଳଉତ୍ସ ନିକଟରେ ବସିଲେ ମଧ୍ୟ ଏହାର କ୍ଷମତା ବୁନ୍ଦା ଜଳସେଚନ ପ୍ରଣାଳୀର ଆବଶ୍ୟକ ମୁତାବକ ହେବା ଉଚିତ୍ । ଏହା ବିଦ୍ୟୁତ୍ ଶକ୍ତି କିମ୍ବା ଡ଼ିଜେଲ ଇଞ୍ଜିନ୍ ଚାଳିତ ହୋଇଥାଏ । କିନ୍ତୁ ବୁନ୍ଦା ଜଳସେଚନ ପାଇଁ ବ୍ୟବହୃତ ପାଣିପମ୍ପ, …

Read more