ବୁନ୍ଦା ଜଳସେଚନ ମାଧ୍ୟମରେ ପୁଷ୍ଟିସେଚନ
ଜଳସେଚନ ସହିତ ସାର ପ୍ରୟୋଗ ପଦ୍ଧତି କୁ ପୁଷ୍ଟିସେଚନ କୁହାଯାଏ । ଏହା ବୁନ୍ଦା ଜଳସେଚନ ପ୍ରଣାଳୀ ମାଧ୍ୟମରେ ଉତ୍ତମ ରୂପେ କାମ କରିଥାଏ । ଉପଯୋଗିତା ସବୁ ଗଛକୁ ଚାହିଦା ମୁତାବକ ପାଣି ଓ ସାର ପ୍ରୟୋଗ କରିହୁଏ । ନିୟମିତ ରୂପେ ସାର ପ୍ରୟୋଗ ଯୋଗୁଁ ଗଛର ଉତ୍ତମ ବୃଦ୍ଧି ସଙ୍ଗେ ସଙ୍ଗେ …