ଅମଳ ପରବର୍ତ୍ତୀ ଯନ୍ତ୍ରପାତି
କ୍ଷୁଦ୍ର ଧାନ ଏବଂ ଅଟାକଳ କାର୍ଯ୍ୟ- ଏହାଦ୍ୱାରା ଉଭୟ ଧାନରୁ ଚାଉଳ ଏବଂ ଗହମରୁ ଅଟା ପ୍ରସ୍ତୁତ କରାଯାଇପାରେ । କ୍ଷମତା- ଘଣ୍ଟାପ୍ରତି 100-150 କି.ଗ୍ରା. ଚାଉଳ ଏବଂ 20-50 କି.ଗ୍ରା. ଅଟେ । ବ୍ୟବହାରିକ ଉପକାରିତା- ଏହି ଯନ୍ତ୍ର ବ୍ୟବହାର ଦ୍ୱାରା ଉଭୟ ଧାନରୁ ଚାଉଳ ଏବଂ ଗହମରୁ ଅଟା ପେଷାଯାଇ ପାରୁଥିବାରୁ ଚାଷୀଭାଇମାନଙ୍କୁ …