ଆଗ୍ରିଟେକ୍ନୋଲୋଜି
କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର

ପାୱାର ଟିଲର ଓ ପାୱାରଟିଲର ଚାଳିତ ଯନ୍ତ୍ରପାତି

ପାୱାର ଟିଲର କାର୍ଯ୍ୟ ପାୱାରଟିଲର ସହିତ ରୋଟାଟିଲର ଏକାଠି  ମିଳିଥାଏ । ଏହା ମାଟିକୁ ଗୁଣ୍ଡ କରିବା ଓ କାଦୁଅ କରିବାକୁ ବ୍ୟବହାର କରାଯାଏ । କ୍ଷମତା 4 ଘଣ୍ଟାରେ 1 ଏକର ବ୍ୟବହାରିକ ଉପକାରିତା ଏହାକୁ ଉଭୟ କାଦୁ ଓ ଶୁଖିଲାଅ ଚାଷ ପାଇଁ ବ୍ୟବହାର କରାଯାଏ । ଏହା ଦ୍ୱାରା ପାରମ୍ପାରିକ ପଦ୍ଧତି …

Read more