ଟ୍ରାକ୍ଟର ଓ ଟ୍ରାକ୍ଟର ଚାଳିତ ଯନ୍ତ୍ରପାତି
ଟ୍ରାକ୍ଟର କାର୍ଯ୍ୟ ଏହାକୁ ମୁଖ୍ୟତଃ ବିଭିନ୍ନ ଯନ୍ତ୍ରପାତି ଯଥା- ଲଙ୍ଗଳ, ରୋଟାଭେଟର, ଥ୍ରେସର, ସ୍ପ୍ରେୟର, ପାଣିପମ୍ପ, ପେଷ୍ଟହୋଲ ଡ଼ିଗର, ଧାନକଳ, ଲେଜର ଲେଭଲର ଇତ୍ୟାଦି ଯନ୍ତ୍ରପାତିକୁ ଚଳାଇବା ପାଇଁ ଶକ୍ତି ଉତ୍ସ ହିସାବରେ ବ୍ୟବହାର କରାଯାଏ । କ୍ଷମତା ଏଥିରେ ଲାଗିଥିବା ବିଭିନ୍ନ ଯନ୍ତ୍ରପାତି ହିସବରେ ଏହାର କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ । ବ୍ୟବହାରିକ …